ଶିଳ୍ପୀ
ଦେଖଣା
ଶିଳ୍ପୀ
ଉଚ୍ଚାରଣ
[ସମ୍ପାଦନା](ସ୍ତ୍ରୀ—ଶିଳ୍ପିନୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ—(ଶିଳ୍ପ+ଇନ୍)
[ସମ୍ପାଦନା]ଶିଳ୍ପ କର୍ମକାରୀ; କାରିଗର ୧. Artisan; mechanic.
- ୨. ଶିଳ୍ପ କାର୍ଯ୍ୟର ନିର୍ମାଣ କର୍ତ୍ତା ୨. Architect.
- ୩. ରାଜମିସ୍ତ୍ରୀ; ସ୍ଥପତି (ହିନ୍ଦୀ - ଶ) ୩. Artisan.
- ୪. ଚିତ୍ରକର ୪. Paintre.
- ୫. ନଖି ନାମକ ଗନ୍ଧଦ୍ରବ୍ୟ ୫. Shell.