Jump to content

ଶିଳ୍ପ ଜୀବୀ

ଉଇକିଅଭିଧାନ‌ରୁ

ଶିଳ୍ପ ଜୀବୀ

ଉଚ୍ଚାରଣ

[ସମ୍ପାଦନା]

(ଶିଳ୍ପୋପଜୀବୀ—ଅନ୍ୟରୂପ)

ଶିଳ୍ପଜୀବିନୀ ଶିଳ୍ପୋପଜୀବିନୀ ସ୍ତ୍ରୀ

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ - (ଶିଳ୍ପ+ଜୀବ ଧାତୁ+କର୍ତ୍ତୃ. ଇନ୍=ଶିଳ୍ପ— ଜୀବିନ୍; ୧ମା. ୧ବ)

[ସମ୍ପାଦନା]

ଯେ ଶିଳ୍ପଦ୍ୱାରା ଜିବୀକା ନିର୍ବାହ କରେ; କାରିଗର; ବ୍ୟବସାୟୀ — Artisan; professional artist.