Jump to content

ଶିଳ୍ପ ଶାଳା

ଉଇକିଅଭିଧାନ‌ରୁ

ଶିଳ୍ପ ଶାଳା

ଉଚ୍ଚାରଣ

[ସମ୍ପାଦନା]

(ଶିଳ୍ପଶାଳା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶିଳ୍ପାଗାର; କାରାଖାନ ୧. Workshop of a mechanic.
୨. ଯେଉଁଠାରେ ଶିଳ୍ପ କାର୍ଯ୍ୟର ନମୁନାମାନ ସଂଗୃହୀତ ହୋଇଥାଏ ୨. A museum of art; an art-gallery.