ଶିଳ୍ପ ସମ୍ପତ୍ତି
(ଶିଳ୍ପସୌଭାଗ୍ୟ—ଅନ୍ୟରୂପ)
(ଶିଳ୍ପସମ୍ପଦ—ଦେଶଜ - ରୂପ)
ଶିଳ୍ପ ରୂପ ଅମୂଲ୍ୟ ଧନ Art compared to riches; treasures of art.
[ଯଥା—ଭାରତବର୍ଷ ଶିଳ୍ପ ସମ୍ପଦରେ ପୂର୍ଣ୍ଣ଼]