ଶିଳ ଶିଳିପୁଆ
ଦେଖଣା
ଶିଳ ଶିଳିପୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶିଳା+ଶିଳା ପୁତ୍ର)
[ସମ୍ପାଦନା]- ୧. ବଟା ହେବା ନିମନ୍ତେ ବ୍ୟବହୃତ ଭୂମିରେ ପାତିତ ଶିଳପଟ୍ଟ ଓ ବାଟିବା ନିମନ୍ତେ ବ୍ୟବହୃତ ଲମ୍ୱ ଛୋଟ ଶଳା ଖଣ୍ଡ —୧, The pesting slab and the pesting stone.
- ୨. (ଲକ୍ଷଣାର୍ଥ)— ଭାରି ବସ୍ତୁ ସମୂହ —୨. (figurative) Heavy things.
[ଉ—ଶିଳ ଶିଳପୁଆ ଗଗନେ ଉଡୁଛନ୍ତି' ଶିମିଳି ତୁଳା କହୁଛି ମୋତେ ରଖ୍—ଢଗ]