Jump to content

ଶିଶପା

ଉଇକିଅଭିଧାନ‌ରୁ

ଶିଶପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶିଂଶପା)

[ସମ୍ପାଦନା]
୧. ଶିଶୁଗଛ ୧. A timber tree; Dalbergia Sissoo.
୨. ଅଶୋକଗଛ — ୨. The Aṡoka tree.

[ଉ—ସେ ବନର ଶିଶପା ବୃକ୍ଷର ମୂଳରେ, ସୀତା ବସି ଅଛନ୍ତି ଅତି ବିକଳରେ କୃଷ୍ଣସିଂହ—ମହାଭାରତ]