Jump to content

ଶିଶା ପକାଇବା

ଉଇକିଅଭିଧାନ‌ରୁ

ଶିଶା ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶି(ଶିଁ)ଶା ପଡ଼ିବା—ବିଶେଷ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବହୁଥିବା ପବନ ସାହାଯ୍ୟରେ ବା କୁଲାର ବା ଆଦ୍ୱାରା ଅରୁ ଅଗାଡ଼ିମିଶା ଧାନକୁ ଉଡ଼ାଇଭଲ ଧାନଠାରୁ ଅଗାଡ଼ିକୁ ପୃଥକ୍ କରିବା — To cause the sound grains of paddy (after granering) to be separated from the chaff by the help of wild.

[ଦ୍ରଷ୍ଟବ୍ୟ — ଧାନକୁ ବେଙ୍ଗଳା ପକାଇ ଅମଳ କରିବା ପରେ ଅଗାଡ଼ିମିଶା ଧାନକୁ ପବନ ବୋହୁଥିବା ଯାଗାରେ ଋର୍ଦ୍ଧ୍ୱରୁ ବିଞ୍ଚିଦେଲେ ପବନଦ୍ୱାରା ସେ ଧାନରୁ ଆଗାଡ଼ିଯାକ ଉଡ଼ିଯାଏ ଓ ଭଲ ଧାନଯାକ ଭୂଇଁରେ ଜମା ହୋଇ ରହିଥାଏପବନ ବୋହୁ ନଥିଲେ କୁଲାବୁଲା ଅଗାଡ଼ି ମିଶା ଧାନକୁ ଉଠାଇ ଭୂଇଁରେ ପତଳା କରି ଲମ୍ୱଭାବରେ ବୁଣି ଦେବାକୁ ହୁଏ ଓ ବୁଣା ହୋଇଥିବ ଧାନକୁ ବୁଲାଦ୍ୱାରା ବିଞ୍ଚିଲେ ଧୂଷ ଓ ଅଗାଡ଼ିଯାକ କୁଲାବାଆ(କୁଲାର ପବନ)ଦ୍ୱାରା ଉଡ଼ିଯାଏ ଓ ଭଲ ଧାନଯାକ ଭୂଇଁରେ ପଡ଼ିରହେ ଉପର୍ଯ୍ୟୁପରି ଏହିପରି ପରସ୍ତ ପରସ୍ତ କରି ଧାନକୁ ବିଞ୍ଚିଦେଲେ ଭଲ ଧାନଯାକ ଅଗାଡ଼ି ଠାରୁ ପୃଥକ୍ ହୋଇ ଲମ୍ୱ ସ୍ତୁପ ହୋଇ ଜମା ହୁଏ ଏହି ପ୍ରଣାଳୀକୁ ଶିଶା ପକାଇବା ବୋଲାଯାଏ]