Jump to content

ଶିଶିର

ଉଇକିଅଭିଧାନ‌ରୁ

ଶିଶିର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶିଶ୍ ଧାତୁ= ପ୍ଳୁତ ଗମନ କରିବା+କରଣ. ଇବା ନିପାତନ; ଯାହାଦ୍ୱାରା ବୃକ୍ଷାଦିର ଶୋଭା ଶୀଘ୍ର ନଷ୍ଟ ହୁଏ)

[ସମ୍ପାଦନା]
୧. ନିଶାଜଳ; ହିମ; କାକର; ତୁଷାର ୧. Dew
୨. ଶୀତଋତୁ; ପୌଷ ଓ ମାଘ ମାସ (ମତାନ୍ତରରେ ମାଘ ଓ ଫାଲଗୁନ) ୨. The ୨ winter months. P&aline;&uline;sha & Māgha.
୩. ରାମାୟଣ ବର୍ଣ୍ଣିତ ପର୍ବତବିଶେଷ (ଏହାର ଶୃଙ୍ଗ ଗଗନ ସ୍ୱଶୀ ଓ ଏହା ଦେବ ଦାନବଙ୍କ ଅବାସ ସ୍ଥାନ) ୩. Name of a high mountain described in Rāmāyaṇa.

ବିଶେଷଣ -

[ସମ୍ପାଦନା]

୧ଶୀତଳ; ଥଣ୍ଡା ୧. Cold; frigid.

୨. ଜଡ଼ ୨. Inert.

(ଉ—ବହେ ଶିଶିର ଚନ୍ଦ୍ରମା ମରଣ ଇଛଇ କାହ୍ନୁ ପତିତ ମଦନବାଣ ବିଳାପ କରେ ପ୍ରାଚୀ ରସବାରିଧି)