ଶିଶିରକର
ଦେଖଣା
ଶିଶିରକର
ଉଚ୍ଚାରଣ
[ସମ୍ପାଦନା]ଶିଶିରକରଣ, ଶିଶିର ଦିଧୀତ ଶିସିର ମୟୂଖ, ଶିଶିରାଂଶୁ ଶିଶିରଗୁ, ଶିଶିର ଗଭସ୍ତିଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଶିଶିର—ଶୀତଳ+କର=କିରଣ ଯାହାର, ବହୁବ୍ରିହୀ)
[ସମ୍ପାଦନା]- ୧. ଚନ୍ଦ୍ର ୧. The moon.
- ୨. କର୍ପୂର ୨. Camphor.
- ୩. (କର୍ମଧାରୟ) ଚନ୍ଦ୍ର କିରଣ ୩. The cool rays of the moon.
[ଉ—ବାଟୁ ଶ୍ରମି ହେବୁ ଉଶୀର, ବାଧିକ ସରିବ ବେନି ଶିଶିର କର (୨ୟ ଓ ୩ୟ ଅର୍ଥ) ଭଞ୍ଜ. ବୈଦେହିଶବିଳାଶ]