ଶିଶିରକୁମାର ଘୋଷ
ଦେଖଣା
ଶିଶିରକୁମାର ଘୋଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଶିରକୁମାର ଘୋଷ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗଦେଶୀୟ ପ୍ରସିଦ୍ଧ ସ୍ୱର୍ଗୀୟ ଜନହିତୈଷା (ଦ୍ର—ଖ୍ରୀ ୧୮୪୨: ୧୯୧୧: ; ଏ ଗୌରଭକ୍ତ ବୈଷ୍ଣବ ଓ କଲିକତାର ବିଖ୍ୟାତ 'ଅମୃତବଜାର ପତ୍ରିକା ନାମକ ସଂବାଦ
ପତ୍ରର ସଂପାଦକ ଥିଲେ ନୀଳକର ସାହେବମାନଙ୍କ ଅତ୍ୟା— ଚାରରୁ ବଙ୍ଗଦେଶର ନୀଳଚାଷିମାନଙ୍କୁ ରକ୍ଷା କରିବା ପାଇଁ ଏ ଘୋର ଅନ୍ଦୋଳନ ଚଲାଇଥିଲେ ଏ ବଙ୍ଗଭାଷାରେ ଅମୀୟ ନିମାଇ ଚରିତ ଓ ଇଂଗ୍ରାବୀରେ Lord Gauranga (ପ୍ରଭୂ ଗୌରାଙ୍ଗ)ନାମକ ଶ୍ରୀଚୈତନ୍ୟ ବିଷୟକ ଗ୍ରନ୍ଥ ରଚନା କରି ଚୈତନ୍ୟଙ୍କ ବିଷୟ ପାଶ୍ଚାତ୍ୟ ଜଗତରେ ପ୍ରଖ୍ୟାତ କରି ଯାଇଅଛନ୍ତି) —Name of a Bengalee publicist, author and devotee, gollower of Chaitanya.