Jump to content

ଶିଶିର ପଡ଼ିବା

ଉଇକିଅଭିଧାନ‌ରୁ

ଶିଶିର ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାକର ପଡ଼ିବା; ଘାସ ଆଦି ଉପରେ ଶିଶିର ଜମା ହେବା —The deposit of dew on exposed articles.

[ଦ୍ରଷ୍ଟବ୍ୟ — ଲୋକେ କହନ୍ତି 'ଶିଶିର ପଡ଼ିବା', କିନ୍ତୁ ପ୍ରକୃତରେ ଶିଶିର ଆକାଶରୁ ପଡ଼େ ନାହିଁ ଯେଉଁ ସମସ୍ତ ପଦାର୍ଥ ରାତ୍ରିରେ ମୁକ୍ତ ବାୟୂରେ ରଖାଯାଇଥାଏ, ତା ଦେହରୁ ତାପ ବାହାରି ଯିବାରୁ ସେମାନେ ଶୀତଳ ହୋଇଯାଏ ଓ ତତ୍ ସନ୍ନିସହିତ ବାୟୂରେ ଥିବା ଜଳୀୟବାଷ୍ପ ଏହି ଶୀତଳ ବସ୍ତୁ— ମାନଙ୍କ ସଂସ୍ପର୍ଶରେ ଘନୀଭୁତ ହୋଇ କ୍ଷୁଦ୍ର କ୍ଷୁଦ୍ର ଜଳ ବିନ୍ଦୁରେ ପରିଣିତ ହୁଏ ଓ ସେହି ବସ୍ତୁମାନଙ୍କ ଦେହରେ ଲାଗି ରହେ ମେଘାଛନ୍ନ ରାତ୍ରିରେ ପଦାର୍ଥମାନଙ୍କ ଦେହରୁ ରାତ୍ରିରେ ତାପ ନବାହାରିବାରୁ ତହିଁ ଉପରେ କାକର ପଡ଼େ ନାହିଁ ଛାଇ ତଳେ ଥିବା ପଦାର୍ଥରେ ମଧ୍ୟ ଶିଶିର ଲାଗେ ନାହିଁ]