ଶିଶୁକ
ଦେଖଣା
ଶିଶୁକ
ଉଚ୍ଚାରଣ
[ସମ୍ପାଦନା][ଅନ୍ୟ ସଂସ୍କୃତ - ନାମ—ଋଳୂପୀ, ଚୂଳପୀ, ଚଳକୀ]
ସଂସ୍କୃତ - ବିଶେଷ୍ୟ - (ଶିଶୁ+ସ୍ୱାର୍ଥେ ବା ତୁଲ୍ୟାର୍ଥେ କ)
[ସମ୍ପାଦନା]- ୧. ଶାବକ — ୧. Young of animals.
- ୨. ଶିଶୁମାର; ଶୃଶୁକ, ଜଳଜନ୍ତୁ— ବିଶେଷ —୨. Gangetic dolphin; porpoise; Delphinos Delphis.
- ୩. ଶିଶୁଗଛ —୩. Dalbergia Sissoo tree.
- ୪. ଇଣ୍ଡଳିସର୍ପବିଶେଷ (ବିଶ୍ୱକୋଷ) —୪. A kind of coiled serpent.
- ୫. ବାଳକ —୫. Boy; male child.