Jump to content

ଶିଶୁଙ୍କର ଦାସ

ଉଇକିଅଭିଧାନ‌ରୁ

ଶିଶୁଙ୍କର ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

(ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ) ଉପେନ୍ଦ୍ରଭଞ୍ଜଙ୍କ ପୂର୍ବ ଯୁଗର ଓଡ଼ିଆ କବି (ଏ ଉଷାଅଭିଶାଷ କାବ୍ୟର ରଚୟତା) An Oriā poet of the ୧୬th century

[ଦ୍ରଷ୍ଟବ୍ୟ —ଏହାଙ୍କ ଉଷାଅଭିଳାଷ କାବ୍ୟକୁ ରାୟସାହେବ ପ୍ରୋଫେସର

ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ତାଳପତ୍ର ପୋଥିମାନଙ୍କରୁ ସଂଗ୍ରହ କରି ଟୀକା ସହିତ ପ୍ରାଚୀ ସମିତି ପକ୍ଷରୁ ପ୍ରକାଶ କରୁଅଛନ୍ତି]