Jump to content

ଶିଶୁପାଳିଆ କରିବା

ଉଇକିଅଭିଧାନ‌ରୁ

ଶିଶୁପାଳିଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଶିଶୁପାଳିଆ କରି ଛାଡ଼ିଦେବା, ଶିଶୁପାଳିଆ ବନା(ନେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)

[ସମ୍ପାଦନା]

(ଶ୍ରୀକୃଷ୍ଣ ଋକ୍ମଣୀଙ୍କୁ ହରଣ କରିବା ସମୟରେ ବରବେଶରେ ନିଦର୍ଭରେ ଉପସ୍ଥିତ ଶିଶୁପାଳ ପରି) କୌଣସି ବ୍ୟକ୍ତିଙ୍କୁ ଅବମାନିତ ଓ ବ୍ୟର୍ଥମନୋରଥ କରିବା —To insult and frustrate the wishes of a person (as was done by Ṡrīkṛushṇa by taking away Rukmiṇī to marry whom Ṡiṡupala had come to Bidarbha as the bridegroom-elect.