ଶିଶୁମାର ମଣ୍ଡଳ
ଦେଖଣା
ଶିଶୁମାର ମଣ୍ଡଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ପବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]ଧ୍ରୁବମଣ୍ଡଳ ନକ୍ଷତ୍ର —The Lesser Bear constellation.
[ଦ୍ରଷ୍ଟବ୍ୟ —ଏହି ମଣ୍ଡଳରେ ପୃଛରେ ଧ୍ରୁବ ନକ୍ଷେତ୍ର ଅଛି ଏହି ପୁଞ୍ଜ ଉତ୍ତରାକାଶରେ ଅବସ୍ଥିତ ଏଥିରେ ସାତୋଟି ତାରା ଅଛି ଏହି ସାତୋଟି ତାରା ବିଶିଷ୍ଟ ପୁଞ୍ଜ ସପ୍ତର୍ଷିମଣ୍ଡଳର ଆକୃତି ବିଶିଷ୍ଟ ଏ ପୁଞ୍ଜର ଧ୍ରୁବ ତାରା ସର୍ବଦା ନିଶ୍ଚଳ ଏହି ଧ୍ରୁବକୁ ମେରିଖୁଣ୍ଟ କରି ଯାବତୀୟ ତାରା ଆକାଶରେ ପୂର୍ବରୁ ପଶ୍ଚିରେ ବୁଲୁଛନ୍ତି ଭାଗବତ ୪ର୍ଥ ସୁନ୍ଧ ୯ମ ଓ ୫ମ ସ୍ୱନ୍ଧ୨୩: ଶ ଅଧ୍ୟୟରେ ଶିଶୁସାର ପୁଞ୍ଜ ଓ ଅନ୍ୟ ନକ୍ଷତ୍ରମାନଙ୍କ ବିଷୟ ବର୍ଣ୍ଣିତ ହୋଇ ଅଛି ଏହା ସପ୍ତର୍ଷି ମଣ୍ଡଳରେ ବିପରୀତ ଅବସ୍ଥିତିରେ ଅବସ୍ଥିତ ଓ ସପ୍ତର୍ଷି ମଣ୍ଡଳରେ ଆକୃତିବିଶିଷ୍ଟ ନକ୍ଷତ୍ର ତଳେ ନୋଟ ଦେଖ]
(ଉ—ସପ୍ତଋଷିଙ୍କ ଋର୍ଦ୍ଧ୍ୱପଥେ, ଜନନୀ ସଙ୍ଗେ ଦିବ୍ୟ ରଥେ, ବସିବୁ ଶିଶୁମାର ପଛେ, ଉତ୍ତର ଦିଗେ ପ୍ରତ୍ୟକ୍ଷେ ଜଗନ୍ନାଥ. ଭାଗବତ)