ଶିଶୁ ଚାନ୍ଦାକୃଚ୍ଛ
ଦେଖଣା
ଶିଶୁ ଚାନ୍ଦାକୃଚ୍ଛ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସ୍ୱଳ୍ପ ଚାନ୍ଦ୍ରାୟଣ; ସହଜସାଧ୍ୟ ଚାନ୍ଦ୍ରାୟଣ ବ୍ରତବିଶେଷ — A kind of easily accomplishable religious penance.
[ଦ୍ରଷ୍ଟବ୍ୟ —ଏ ବ୍ରତରେ କଠୋରତା ଅଳ୍ପ ବ୍ରାହ୍ମଣ ସଂଯତଚିତ୍ତ ହୋଇ ପ୍ରାତଃକାଳରେ ଚାରି ଗ୍ରାସ (ଗୁଣ୍ଡା)ମାତ୍ର ଅନ୍ନ ଓ ସୂର୍ଯ୍ୟାସ୍ତ ପରେ ଚାରି ଗ୍ରାସମାତ୍ର ଅନ୍ନ ଭୋଜନ କରି ଏ ବ୍ରତ ପାଳନ କରିବେ ଚନ୍ଦ୍ରର ହ୍ରାସବୃଦ୍ଧି ନିର୍ବିଶେଷରେ ଏହି ନିୟମରେ ଆହାର କରିବାକୁ ହୁଏ—ବିଶ୍ୱକୋଷ]