ଶିଶୁ ଦାମ ଦାସ
ଭଞ୍ଜୀୟ ଯୁଗର (ଖ୍ରୀ. ୧୭: —୧୮୫: ର) ଶେଷ ଭାଗର ଓଡ଼ିଆ କବି —Name of an Oriya poet of the later Bhanja period.
[ଦ୍ରଷ୍ଟବ୍ୟ —ପୁରୀରେ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ବିଷୟରେ 'ଦାରୁ ବ୍ରହ୍ମଗୀତା' ନାମକ ଗୋଟିଏ ପଦ୍ୟଗ୍ରନ୍ଥ ଏ ରଚନା କରିଥିଲେ]