Jump to content

ଶିଶୁ ପାଠ

ଉଇକିଅଭିଧାନ‌ରୁ

ଶିଶୁ ପାଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶିଶୁମାନଙ୍କ ପଢ଼ିବା ନିମନ୍ତେ ଅଭିପ୍ରେତ ପୁସ୍ତକ —A book reasable by children.
୨. ଯେଉଁ ପାଠକୁ ଶିଶୁମାନେ ଘୋଷି କରି ପଢ଼ନ୍ତି —A lesson to be got by heart by children.

(ଉ—ବହନ ଗହନ ଗାମୀ ହେଉ ରାମ, ଶିଶୁପାଠ ପରା ଘୋଷେ ଭଞ୍ଜ—ବୈଦେହିଶବିଳାସ)