ଶିଶୁ ବୁଦ୍ଧି
ଦେଖଣା
ଶିଶୁ ବୁଦ୍ଧି
ଉଚ୍ଚାରଣ
[ସମ୍ପାଦନା][ଶିଶୁମତି—ଅନ୍ୟରୂପ]
ସଂସ୍କୃତ - ବି—(୬ଷଷ୍ଠୀ ତତ୍; ମ.ପ.ଲୋ)
[ସମ୍ପାଦନା]- ୧. ପିଲାର ବୁଦ୍ଧି ୧. The intelligence or understanding of a child.
- ୨. (ମନ୍ଦାର୍ଥ) ପିଲାଳିଆ ବୁଦ୍ଧି —୨. Childshness; puerility.
ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ବହୁବ୍ରିହୀ)
[ସମ୍ପାଦନା]- ୧. ଶିଶୁ ପରି ଅପରି ପକ୍ୱ ବୁଦ୍ଧିବିଶିଷ୍ଟ; ସୁକୁମାର ମତି —୧. Of selnder or raw understanding.
- ୨. (ମନ୍ଦାର୍ଥ) ପିଲାଳିଆ —୨. Childish; puerile.