Jump to content

ଶିଶୁ ସ୍ୱଭାବ

ଉଇକିଅଭିଧାନ‌ରୁ

ଶିଶୁ ସ୍ୱଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍)

[ସମ୍ପାଦନା]
୧. ଶିଶୁର ସ୍ୱଭାବ —୧. The nature of infants.
୨. (ଭଲ ଅର୍ଥ) ଶିଶୁ ପରି ସରଳ ପ୍ରକୃତି ବା ସାରଲ୍ୟ —୨. Childlike nature; childlike frankness or simplicity.
୩. (ମନ୍ଦାର୍ଥ) ପିଲାଳିଆ ଚପଳ ପ୍ରକୃତି ୩. Childish nature.
୪. କୋମଳ ସ୍ୱଭାବ — ୪. Tenderness found in children

=== ବିଂ. ପୁ(ବହୁବ୍ରିହୀ)

ଶିଶୁର ସ୍ୱଭାବ ବିଶିଷ୍ଟ —Having the nature of child of childish or childlike nature