Jump to content

ଶିଶ୍ନୋଦର ପରାୟଣ

ଉଇକିଅଭିଧାନ‌ରୁ

ଶିଶ୍ନୋଦର ପରାୟଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଆହାର ଓ ମେଥୁନାସକ୍ତ — Lascivious and epicurean greedy and voluptuons.

[ଉ—ଯେ ଶିଶ୍ନୋଦର ପରାୟଣ, ଅସାଧୂନୀତି ଯେ ଦୁର୍ଜନ ଜଗନ୍ନାଥ. ଭାଗବତ]