ଶିଷ
ଦେଖଣା
ଶିଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବି—(ସଂ—ଶିଷ୍ୟ)
[ସମ୍ପାଦନା]ପୁଅ —son.
[ଉ—ଦ୍ୱାପର ଯୁଗର ହେବଶେଷ, ଆମ୍ଭେ ହୋଇବୁ ତେର ଶିଶ—ଭୂପତି ପ୍ରେମପ଼ଞ୍ଚାମୃତ]
ଶିଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ଶିଷ୍ୟ)
[ସମ୍ପାଦନା]- ୧. ଶିଷ୍ୟ; ଛାତ୍ର — ୧. Pupil.
[ଉ—ସେ ରୂପେ ସେ ଗଦାହେ ଇନ୍ଦ୍ରଙ୍କର ଶିଷି କୃଷ୍ଣସିଂହ. ମହାଭାରତ. ବନ]
- ୨. ପୁତ୍ର —୨. Son.
- ୩. ଛୁଆ —୩. Infant.
[ଉ—ପୁଷ୍ପ ଭିତରେ ଥିଲା ଉଡ଼ଙ୍ଗଶିଷ—ପ୍ରତାପ ଶିଶି ଷେଣା]
- ୪. ସାଥୀ; ସହଚର; ସାଙ୍ଗ ପିଲା — ୪. Companion.
[ଉ—ଏଣେ ଯେ ସଙ୍ଗର ଶିଷେ, ଲୋଡ଼ନ୍ତି ସେ ଚଉପାଶେ ପ୍ରତାପ. ଶିଶିଷେଣା]
- ୫. ବାଳକ —୫. Boy.
[ଉ—କଥା କହନ୍ତି କୌଶଲ୍ୟା ଶିଷ, କାଲି ମାରିବାଟି ଦଶାଇଶ ବିଚିତ୍ର ରାମାୟଣ]
- ୬. ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ କରିଥିଲା ବ୍ୟକ୍ତି —୬. Disciple.