ଶିଷ୍ଟତା
ଦେଖଣା
- ଭଦ୍ରତା
- ଭଦ୍ର ସମାଜରେ ପ୍ରଚଳିତ ନିୟମ; ଆଦବ କାଏଦା
- ସଂସ୍କୃତ ସମାଜରେ ପ୍ରଚଳିତ ଆଚାରଶିଷ୍ଟତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶିଷ୍ଟ ଧାତୁ+ତା,ତ୍ୱ)
[ସମ୍ପାଦନା]- ୧. ଭଦ୍ରତା — ୧. Gentleness; nobility; urbanity; politeness.
- ୨. ଭଦ୍ର ସମାଜରେ ପ୍ରଚଳିତ ନିୟମ; ଆଦବ କାଏଦା —୨. Etiquette.
- ୩. ସଂସ୍କୃତ ସମାଜରେ ପ୍ରଚଳିତ ଆଚାର —୩. The uṛbane manners; manners or usages obtaining in reformed society.