Jump to content

ଶିଷ୍ଟତ୍ୱ

ଉଇକିଅଭିଧାନ‌ରୁ

ଶିଷ୍ଟତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶିଷ୍ଟ ଧାତୁ+ତା,ତ୍ୱ)

[ସମ୍ପାଦନା]
୧. ଭଦ୍ରତା — ୧. Gentleness; nobility; urbanity; politeness.
୨. ଭଦ୍ର ସମାଜରେ ପ୍ରଚଳିତ
ନିୟମ; ଆଦବ କାଏଦା —୨. Etiquette.
୩. ସଂସ୍କୃତ ସମାଜରେ ପ୍ରଚଳିତ ଆଚାର —୩. The uṛbane manners; manners or usages obtaining in reformed society.