ଶିଷ୍ଟାଚରଣ
ଦେଖଣା
ଶିଷ୍ଟାଚରଣ
ଉଚ୍ଚାରଣ
[ସମ୍ପାଦନା](ଶିଷ୍ଟାଚାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]ସଦାଚାର; ଭଦ୍ରବ୍ୟବ୍ୟବହାର; ଭଦ୍ରତା — Politeness; polished manners; good manners; approved conduct.
[ଉ—ବୋଇଲା ବ୍ୟାଧ ଯୋଗ ତପସତ୍ୟବାନ ଶିଷ୍ଟାଚାର ଏହା ବୋଲନ୍ତି ସୁବଜନ— କୃଷ୍ଣସିଂହ ମହାଭାରତ]
(ଶିଷ୍ଟାଚରଣା, ଶିଷ୍ଟାଚାରା—ସ୍ତ୍ରୀ, ବିଣ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଶିଷ୍ଟାଚାରୀ (ଦେଖ) - — Ṡishṭāchārī (See)