Jump to content

ଶିଷ୍ଟି

ଉଇକିଅଭିଧାନ‌ରୁ

ଶିଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶାସ୍ଧାତୁ+ଭାବ. ତି, ନିପାତନ)

[ସମ୍ପାଦନା]
୧. ଦମନ; ଶାସନ; ତାଡ଼ନ —୧. Controlling; regulating; ruling.
୨. (+ କରଣ. ତି)—ଆଜ୍ଞା; ଆଦେଶ —୨. Order.
୩. ଶୋଧନ —୩. Rectification.
୪. ବିନ୍ୟାସ — ୪. Arrangement.