Jump to content

ଶିଷ୍ଟ ପ୍ରୟୋଗ

ଉଇକିଅଭିଧାନ‌ରୁ

ଶିଷ୍ଟ ପ୍ରୟୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶିଷ୍ଟମାନଙ୍କଦ୍ୱାରା ବ୍ୟବହୃତ ପ୍ରୟୋଗ, ମ. ପ. ଲୋ)

[ସମ୍ପାଦନା]
୧. ଭଦ୍ର ବା ସଭ୍ୟ ବା ଶିକ୍ଷିତ ବ୍ୟକ୍ତିମାନଙ୍କଦ୍ୱାରା ବ୍ୟବହୃତ ଶବ୍ଦ ବା ବାକ୍ୟାଦି — ୧. Authoritative usage of expressions.
୨. ଭାଷାର ରୀତି ସଙ୍ଗତ ବାକ୍ୟାଦି —୨. Idiomatic expressions.
୩. ବିଖ୍ୟାତ ବା ପ୍ରସିଦ୍ଧ ଲେଖକମାନଙ୍କଦ୍ୱାରା ବ୍ୟବହୃତ ବାକ୍ୟାଦି —୩. Particular use of words and expressions by standard authors.