ଶିଷ୍ୟ
ଦେଖଣା
ଶିଷ୍ୟ
ଉଚ୍ଚାରଣ
[ସମ୍ପାଦନା](ଶିଷ୍ୟା—ସ୍ତ୍ରୀ)
(ଗୁରୁ—ଆପେକ୍ଷିକ ବିପରୀତ ଶବ୍ଦ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ଶାସ୍ଧାତୁ=ଶାସନ କରିବା+କର୍ମ ଯ)—ଯେ ଗୁରୁଙ୍କ ନିକଟରେ କୌଣସି ବିଦ୍ୟା ଶିକ୍ଷା କରେ; ଅନ୍ତେ— ବାସୀ; ଛାତ୍ର —୧. Apprentice; pupil; disciple.
[ଦ୍ରଷ୍ଟବ୍ୟ —ସ୍ମୃତି ଅନୁସାରେ ଯେ କାୟମନୋବାକ୍ୟଦ୍ୱାରା ଦେବତା, ଆଚାର୍ଯ୍ୟ ଓ ଗୁରୁଙ୍କର ଶୁଶ୍ରୁଷା କରନ୍ତି ଏବଂ ଯେ ନିର୍ମଳଚିତ୍ତ; ଶ୍ରମଶୀଳ ଓ ବୁଦ୍ଧିମାନ୍ ସେ ଶିଷ୍ୟ ପଦବାଚ୍ୟ]
- ୨. ଯାହାଙ୍କୁ କୌଣସି ଆଧ୍ୟାତ୍ମିକ ବିଦ୍ୟାଶିକ୍ଷା ଦିଆଯାଏ; ମନ୍ତ୍ରଶିଷ୍ୟ —୨. Spiritual disciple.
- ୩. ବାବାଜୀଙ୍କ ଚେଲା —୩. The disciple of and anchorite.
ବିଶେଷଣ - (ପୁଂ)
[ସମ୍ପାଦନା]- ୧. ଶାସନଯୋଗ୍ୟ ୧. Fit to be governed.
- ୨. ଶିକ୍ଷା ପାଇବାର ଉପଯୋଗୀ — ୨. Fit to be trained.
- ୩. ଶିକ୍ଷଣୀୟ —୩. Teachable.
- ୪. ଉପଦେଶ୍ୟ —୪. Fit to be instructed or imparted.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁଅ; ପୁତ୍ର —Son
[ଉ—ଲୋମଶ ବୋଇଲେ ହେ ପାଣ୍ଡୁ ଜ୍ୟେଷ୍ଠ ଶିଷ୍ୟ—କୃଷ୍ଣସିଂହ. ମହାଭାରତ]