ଶିଷ୍ୟାନୁଶିଷ୍ୟ
(ଶିଷ୍ୟାନୁଶିଷ୍ୟା—ସ୍ତ୍ରୀ)
ଶିଷ୍ୟ ଓ ଶିଷ୍ୟର ଶିଷ୍ୟ — A disciple and disceple's disciple.
[ଉ—ଏ ମଠରେ ରାମାନନ୍ଦୀ ବୈଷ୍ଣବମାନେ ଶିଷ୍ୟନୁଶିଷ୍ୟ କ୍ରମେ ମହନ୍ତ ହୋଇ ଆସୁ ଅଛନ୍ତି]