Jump to content

ଶିଷ୍ (ଧାତୁ)

ଉଇକିଅଭିଧାନ‌ରୁ

ଶିଷ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଶିକ୍ଷା କରିବା; ଶିଖିବା —୧. To learn.
୨. ପାଠ ପଢ଼ିବା; ବିଦ୍ୟାର୍ଜନ କରିବା — ୨. To study; to acquire knowledge.
୩. ଅଭ୍ୟାସ କରିବା —୩. TO practise.
୪. ତାଲିମ ହେବା —୪. To be trained.
୫. (ବୈଦିକ) ଶିକ୍ଷା ଦେବା; ପାଠ ପଢ଼ାଇବା —୫. To teach.
୬. (ବୈଦ୍ୟକ) ତାଲିମ କରିବା —୬. To train.

[ଦ୍ରଷ୍ଟବ୍ୟ —ଏଥିର ଣିଜନ୍ତ ଶିକ୍ଷି ଧାତୁ]



ଶିଷ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]

ଶେଷ ହେବା — To be exhausted; to end.