ଶିହିରାଇବା
ଦେଖଣା
ଶିହିରାଇବା
ଉଚ୍ଚାରଣ
[ସମ୍ପାଦନା]ଶିହାରାଇ ଉଠିବା, ଶିହିରି ଉଠିବା, ଶିହିରେଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଶିହିରାଇବା
|
ଦେଶଜ - କ୍ରି—(ସଂସ୍କୃତ - ଶୀତଳରୁ କିମ୍ୱା ଶୀକର=ଜଳ— କଣା—ପ୍ରା. ସୀହର; ହଠାତ୍ ଦେହରେ ଶୀତଳପାଣି ଛିଞ୍ଚିଦେଲେ ଦେହରେ ରୋମୋଦ୍ଗମ ହେବା ଯୋଗୁ)
[ସମ୍ପାଦନା](ଦେହ) ଶିର ଶିର ହେବା; ଥରି ଉଠିବା; ରୁମ ଟାଙ୍କୁରିବା; ଭୟ ବା ବିଷ୍ମୟରେ ଦେହରେ ଲୋମୋ— ଦ୍ଗମ ବା କମ୍ପାଦି ହେବା; (ଦେହ) ଶୀତାଇବା —To have one's hairs stand on ends; to have horripilation; to shiver as if through extreme cold.
[ଉ—ଏ କ୍ରିୟା ଦେହ ବା ମନୁଷ୍ୟ କର୍ତ୍ତା ସଙ୍ଗେ ବ୍ୟବହୃତ ହୁଏ ଯଥା—ମୋ ଦେହ ଶିହିରାଉଛି, ଅମୁକ ଲୋକ ଶିହିରାଉଛି]