Jump to content

ଶିୟାଳି

ଉଇକିଅଭିଧାନ‌ରୁ

ଶିୟାଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଶୃଗାଳ) ଶୃଗାଳ; ବିଲୁଆ — ୧. Jackal.
୨. (ସଂସ୍କୃତ - ଶୃଗାଳୀ) ସ୍ତ୍ରୀ ଶୃଗାଳ — ୨. She-jackal.
୩. ମୁଣ୍ଡକୁ କେଶହୀନ ବା ଟାଙ୍ଗରା କରିବାର କାରଣରୂପେ କଳ୍ପିତ କଳ୍ପିତ ଏକପ୍ରକାର ପୋକ —୩. A kind of imaginary insect which are said to cause baldness on the head.
୪. ଶିଆରି (ଦେଖ) - —୪. Ṡiāri (See)
୫. (ସଂସ୍କୃତ - ଶୈବାଳ) ଶିଉଳି (ଦେଖ) - —୫. Ṡiuḻi. (See)

(ଉ—ଶରଖଣ୍ତି ମତ୍ସ୍ୟ ଯେ, ଚିକୁର ଶିଆଳି, ଛତି ହଂସ, ଗଦାଟି କୁମ୍ଭୀର ଆବଳୀ କୃଷ୍ଣସିଂହ. ମହାଭାରତ ଦ୍ରୋଣ)

୬. କୋକିଶିଆଳି —୬. Fox.