Jump to content

ଶୀକର

ଉଇକିଅଭିଧାନ‌ରୁ

ଶୀକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୀକ୍ ଧାତୁ+କର୍ତ୍ତୃ. ଅର)

[ସମ୍ପାଦନା]
୧. ବାୟୂଚାଳିତ କ୍ଷୁଦ୍ର ଜଳକଣା —୧. Small particles of water blown about by the wind; spray.
୨. ସୂଷ୍ମ ବିଶିଷ୍ଟ —୨. Rain in fine drops; dribble.
୩. ବାୟୁ (ବିଶ୍ୱକୋଷ) —୩. Wind; air.

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଶ୍ରୀକର)

[ସମ୍ପାଦନା]

ଶ୍ରୀକର ନାମକ ବ୍ୟକ୍ତିର ଡାକ ନାମ —The name for calling Srīkara.