Jump to content

ଶୀଘ୍ରଗ

ଉଇକିଅଭିଧାନ‌ରୁ

ଶୀଘ୍ରଗ

ଉଚ୍ଚାରଣ

[ସମ୍ପାଦନା]
(ଶୀଘ୍ରଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୀଗ୍ର+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

କ୍ଷିପ୍ରଗାମୀ; ତ୍ୱରିତ ଗତ ବିଶିଷ୍ଟ —Fleet of foot; swift- going, fast-going.