ଶୀଘ୍ର କାରୀ
[ଶୀଘ୍ରକାରିଣୀ—ସ୍ତ୍ରୀ]
କ୍ଷିପ୍ରକର୍ମ ସମ୍ପାଦକ; ଯେ ଚଞ୍ଚଳ କାମ ସାରେ; ପୂର୍ତ୍ତିବାଜ୍ — Doing work speedily; prompt.