Jump to content

ଶୀଘ୍ର ଗତି

ଉଇକିଅଭିଧାନ‌ରୁ

ଶୀଘ୍ର ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

କ୍ଷିପ୍ର ଗତି; ବେଗ —Swift motion.

ବିଣ—(ବହୁବ୍ରିହୀ)ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

କ୍ଷିପ୍ରଗାମୀ — Fast going; fleet of foot.