Jump to content

ଶୀତକଷାୟ

ଉଇକିଅଭିଧାନ‌ରୁ

ଶୀତକଷାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମାଧା; ବୈଦ୍ୟକ)

[ସମ୍ପାଦନା]

ଏକ ତୋଳା କୁଟ୍ଟିତ ଦ୍ରବ୍ୟକୁ ୬ ତୋଳା ଉଷ୍ମଜଳରେ ଏକରାତ୍ରି ବତୁରାଇ ସକାଳେ ଛାଣି ନେଲେ ଯେଉଁ ପାନୀୟ ପ୍ରସ୍ତୁତ ହୁଏ —Liquid medicine prepared by moistening ୧ tola of pounded herbs in ୬ tolas of warm water and leaving them in the night and sifting the liquid in the morning.