ଶୀତଳା
ଦେଖଣା
ଶୀତଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶୀତଳ+ଅ)
[ସମ୍ପାଦନା]- ୧. ବସନ୍ତ ବିସ୍ଫୋଟକାଦି ରୋଗର ଅଧିଷ୍ଠାତ୍ରୀ ଦେବତା; ଦୁର୍ଗାଙ୍କର ମୂର୍ତ୍ତି ବିଶେଷ, ବସନ୍ତେଈ ଠାକୁରାଣୀ [ଦ୍ରଷ୍ଟବ୍ୟ —ବଡ଼ ଦେଉଳର ବାହାର ହତା ମଧ୍ୟରେ ଉତ୍ତର ଦ୍ୱାରର ଭିତରପାଖେ କୋଇଲି ବୈକୁଣ୍ଠ ଓ ସୁନାକୂଅ ନିକଟରେ ଏ ଠାକୁରାଣୀଙ୍କ ମନ୍ଦିର ଅଛି] — ୧. The Goddess presiding over small pox, chicken pox or other diseases of eruption.
- ୨. କାଲୁକା; ବାଲି —୨. Sand; silica.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଶୀତଳର ସ୍ତ୍ରୀଲିଙ୍ଗ — Feminine of Sitaḻa