Jump to content

ଶୀତଳୀ

ଉଇକିଅଭିଧାନ‌ରୁ

ଶୀତଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶୀତଳ+ଇ; ଏବା ବ୍ରଣାଦି ରୋଗମାନଙ୍କୁ ଶୀତଳ କରିବା ଯୋଗୁଁ ଏହି ନାମ)

[ସମ୍ପାଦନା]

ପାଣି ଶିଉଳୀ— [ଦ୍ରଷ୍ଟବ୍ୟ —ଏହା ରକ୍ତାଦି ପରିଷ୍କାରକ ବଳକର ଓ ବିଷଦୋଷ ନାଶକ) —An aquatic plant; Limnanthe mum Indicum or Cristatum.

[ଦ୍ରଷ୍ଟବ୍ୟ — ଏହାର ପତ୍ର ପଦ୍ମ ପତ୍ରର ଆକାର ବିଶିଷ୍ଟ; ମାତ୍ର ପତଳା, କ୍ଷୁଦ୍ର, ମସୃଣତର ଓ ଦନ୍ତୁର ବ୍ରଣ, ଘାଆ, ଫିଲା, ଆଦି ଉପରେ ଏହାକୁ ପକାଇଲେ ଉପକାର ହୁଏ]