ଶୀତଳେଇବା
ଦେଖଣା
ଶୀତଳେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୀତଳେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗରମ ବସ୍ତୁକୁ ଥଣ୍ଡା କରିବା — ୧. To cool a hot thing.
[ଉ—ଡହ ଡହ ଜାଉ, ଶୀତଳେଇ ଖାଉ; ଜାଉ ଶୀତଳେଇବି? କି ମାଛ ହୁରୁଡ଼େଇବି? ଢଗ]
- ୨. (ଶୁଭବାଚନ)—ଦେହରୁ ଅଳଙ୍କାର କାଢ଼ିବା ବା ଓହ୍ଲାଇବା —୨. (Euphimism) To put off ornaments from the body.
[ଦ୍ରଷ୍ଟବ୍ୟ —ଦେହରେ ପିନ୍ଧା ହୋଇଥିବା ଅଳଙ୍କାରମାନ ଦେହ ସଙ୍ଗେ ଲାଗିବାରୁ ଦେହର ଉତ୍ତାପ ଯୋଗୁଁ ଗରମ ଥାଏ ଓ ତାହା ଦେହରୁ କାଢ଼ି ପକାଇଲେ ଶୀତଳ ହୋଇଯାଏ ଅହ୍ୟ ସ୍ତ୍ରୀଲୋକ— ମାନେ ଦେହରୁ ଅଳଙ୍କାର 'କାଢ଼ିବା' (ବୈଧବ୍ୟ ସୂଚକ— ଭାବ ସଙ୍ଗେ ଏ ଶବ୍ଦର ସମ୍ୱନ୍ଧ ଥିବାରୁ) ନ କହି ଦେହରୁ ଅଳଙ୍କାର 'ଶୀତଳେଇବା' କହନ୍ତି]