Jump to content

ଶୀତଳ ଗୁଣ୍ଡି

ଉଇକିଅଭିଧାନ‌ରୁ

ଶୀତଳ ଗୁଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)—ବି

[ସମ୍ପାଦନା]

ବିବାହ ପରେ ବିବାହ ବେଦୀରୁ ବରକନ୍ୟା କନ୍ୟାର ଗୃହଭିତରକୁ ଯିବା ପରେ ସ୍ତ୍ରୀମାନଙ୍କ ବନ୍ଦାପନା ପରେ ବର କନ୍ୟା ଦୁହିଙ୍କର ଏକତ୍ର ଜଳଯୋଗ —Light refreshment served to the newly married couple after they go home from the marriage alter.

[ଉ—ଏକ ଆସନରେ ବସାଇ କନ୍ୟାବର, ବଢ଼ାଇଲେ ଶୀତଳ ଗୁଣ୍ଡିକୁ ଦୁହେଁ କର କୃଷ୍ଣସିଂହ. ମହାଭାରତ]