Jump to content

ଶୀତଳ ଜଳ

ଉଇକିଅଭିଧାନ‌ରୁ

ଶୀତଳ ଜଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଥଣ୍ଡା ପାଣି —Cold water.

[ଉ— ଜଳର ସାଧାରଣ ପ୍ରକୃତି ଶୀତଳତା ଶୀତଳ ଜଳପାନ ମୂର୍ଚ୍ଛା, ପିତ୍ତ, ଉଷ୍ଣତା, ଦାହ, ବିଷଦୋଷ, ରକ୍ତଦୋଷ, ମଦାତ୍ୟୟ, ଶ୍ରମ, ଭ୍ରମ, ଅଜୀର୍ଣ୍ଣ, ତମକଶ୍ୱାସ (ଧଇ), ବାନ୍ତି ଓ ଉର୍ଦ୍ଧ୍ୱଗପିତ୍ତ ରୋଗ ପକ୍ଷରେ ଉପକାରୀ ପାର୍ଶ୍ୱଶୂଳ ପ୍ରତିଶ୍ୟାୟ, ବାତ, ଗଳଗ୍ରହ, ଶରଦି, ନବଜ୍ୱର, ଅରୁଚି, ଗ୍ରହଣୀ, ଗୁଳ୍ମ, ଶ୍ୱାସ, କାଶ, ଗାଲପାଟି ଧରା, ହିକ୍କା ପ୍ରଭୃତିରେ ଓ ସଦ୍ୟ ବମନ ବିରେଚନାଦି ଶୋଧନ କ୍ରିୟା ପରେ ଓ ଘୃତାଦି ପାନ ପରେ ଜଳପାନ ଅପକାରୀ ଅତ୍ୟଧିକ ଜଳପାନ କରିବା ଅନିଷ୍ଟକର]