ଶୀତଳ ପାଟି
ଦେଖଣା
ଶୀତଳ ପାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଶୀତଳ ପାତି—ଅନ୍ୟରୂପ]
ଦେଶଜ - ବି—(ସଂସ୍କୃତ - ଶୀତଳ ଓ ପତ୍ରିକା)
[ସମ୍ପାଦନା]- ୧. ବେତ ଗଛ ପରି ଇଷତ୍ ହଳଦିଆ ପତ୍ରମୟ କ୍ଷୁପ— ବିଶେଷ —୧. Clinogyne Dichotoma (plant)
[ଦ୍ରଷ୍ଟବ୍ୟ —ଏହା ପୂର୍ବବଙ୍ଗ (ଢାକା, ସିଲହଟ ଆଦି)ରେ ଜନ୍ମେ ଏହି ଗଛର ଛାଲର ସରୁପାତିଆରେ ମସିଣାପରି ଶଯ୍ୟା ବୁଣାଯାଏ]
- ୨. ଉକ୍ତ ଗଛର ତ୍ୱକ୍ଦ୍ୱାରା ବୁଣା ହୋଇଥିବା ପତଳା ବିଛଣା — ୨. A mat made of the strip of the above bark.
[ଦ୍ରଷ୍ଟବ୍ୟ —ବଙ୍ଗ ଦେଶର କେଉଁ କେଉଁ ସ୍ଥାନରେ ଏହାକୁ ମୁକ୍ତା ପାଟି ବା ମୁକ୍ତା ପାତି ବୋଲାଯାଏ ଏହାକୁ ଖରାଦିନେ ଶେଯ ଉପରେ ବିଛାଇ ଶୋଇଲେ ଦେହକୁ ଖୁବ୍ ଶୀତଳ ଲାଗେ]