ଶୀତଳ ମୁଣୋହିଁ
ଦେଖଣା
ଶୀତଳ ମୁଣୋହିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୀତଳ ମୁଣୋହିଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜଳଖିଆ ୧. Light refreshment.
- ୨. ରାଜାଙ୍କର ଜଳଯୋଗ —୨. Taking tiffin by a Rājā.
[ଉ—ଶୀତଳ ମଣୋହି ସାରିଲା, ସୁଖେ ପଲଙ୍କେ ନିଜେ କଲା ଜଗନ୍ନାଥ. ଭାଗବତ]