Jump to content

ଶୀତଳ ଷଷ୍ଠୀ

ଉଇକିଅଭିଧାନ‌ରୁ

ଶୀତଳ ଷଷ୍ଠୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ —The ୬th day of the bright lunar fornight of the month Jy&aline;i̱sṭha.

[ଦ୍ରଷ୍ଟବ୍ୟ —ଏ ଦିନ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପାଦିତ ହୁଏ ଏହି ଉପଲକ୍ଷରେ ପୁରୀ ଜିଲ୍ଲାର କେତେକ ବ୍ରାହ୍ମଣ ଶାସନରେ ଉତ୍ସବ ହୁଏ ନାନା ପ୍ରକାର ବାଣ (କୁମ୍ପୀ, ହାବିଳୀ, ତୁମ୍ୱ, ଚମ୍ପା, ଚକ୍ର) ଗ୍ରାମବାସୀମାନେ ତିଆରି କରି ମାରନ୍ତି]