Jump to content

ଶୀତଳ ସାମଗ୍ରୀ

ଉଇକିଅଭିଧାନ‌ରୁ

ଶୀତଳ ସାମଗ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜଳଖିଆ ଜିନିସ —୧. Materials or articles for tiffen.
୨. ମୃତାହାର ୪ର୍ଥ, ୭ମ ଓ ନବମ ଦିନ ବନ୍ଧୁ ଆଦିଙ୍କୁ ଦିଆ ଯିବା ଜଳଖିଆ ଜିନିସ —୨. Tiffin served to relatives on the ୪th, ୭th and ୯th days of the funerals.

(ଉ—ଏତେ ବୋଲି ବେଗେ ଗଲା ଶୀତଳ ସାମଗ୍ରୀ ଦେଲା ବିଶି, ବିଚିତ୍ର ରାମାୟଣ)