ଶୀତା
ଦେଖଣା
ଶୀତା
ଉଚ୍ଚାରଣ
[ସମ୍ପାଦନା](ସୀତା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶ୍ୟୈ ଧାତୁ=ଗମନ କରିବା+କର୍ତ୍ତୃ. ତ+ଆ)
[ସମ୍ପାଦନା]- ୧. ଲଙ୍ଗଳଦ୍ୱାରା କ୍ଷେତ୍ରରେ ଖୋଳି ହୋଇଯିବା ଅଳ୍ପ ଗଭୀର ଗାର; ଲଙ୍ଗଳ ପଦ୍ଧତି; ଲଙ୍ଗଳ ଶିଆର; ଅଚା — ୧. Furrow.
- ୨. ଶ୍ରୀରାମଙ୍କ ପତ୍ନୀ ଓ ଜନକ ଦୂହିତା; ସୀତା —୨. Ṡītā. the wife of Rāmachandra and the daughter of Janaka.
[ଦ୍ରଷ୍ଟବ୍ୟ —ଜନକ ଯଜ୍ଞଭୂମିକୁ ଚାଷ କରିବା ବେଳେ ଲଙ୍ଗଳ ସିଆରରୁ ଏହି ଶିଶୁ ମିଳିଥିବାରୁ ଏହି ନାମ]
- ୩. ତେଜ— ବତୀ ବା ତେଜବଳ ନାମକ ଔଷଧ ବୃକ୍ଷ —୩. Tooth- ache tree, Cardiospermum Halicacabum.