Jump to content

ଶୀତାଂଶୁ ତୈଳ

ଉଇକିଅଭିଧାନ‌ରୁ

ଶୀତାଂଶୁ ତୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଆୟୁର୍ବେଦକ୍ତୋ ବିଧିରେ ଏକ— ପ୍ରକାର ପତ୍ରକୁ ସିଝାଇ ସେଥିରୁ ବାହାର କରାଯିବା ତୈଳବିଶେଷ —A volatile inflamable stimulating oil; oil of cajuput, (distilled from the leaves of Malabrica Cajuput tree); cajuputence.

[ଦ୍ରଷ୍ଟବ୍ୟ —ଏହି ତୈଳରୁ କପୂର ଓ ବଡ଼ ଅଳେଇଚ ପରି ଗନ୍ଧ ବାହାରେ ଏହା ଦାହ୍ୟ ଏହା ଇଷତ୍ ଶାଗୁଆ ବର୍ଣ୍ଣ ଏହା କଟୁ ଓ ତୀବ୍ର ସୁଗନ୍ଧିଯୁକ୍ତ; ମାଲିସ କଲେ ବାୟୁ, ଆକ୍ଷେପ, ଶୂଳ, ଜ୍ୱଲ, ବେଦନା ବା ବିନ୍ଧା, ଆମକାତ, ଶିରଃପୀଡ଼ା, ଆଧ୍ମାନା, ଦନ୍ତରୋଗ ଓ ଭଗ୍ନ— ରୋଗରେ ବିଶେଷ ଉପକାର ହୁଏ ଅନେକ ଲୋକ ଏହାକୁ ଭୂର୍ଜପତ୍ରର ତୈଳ ବୋଲି କହନ୍ତି, କିନ୍ତୁ ଏହା ସ୍ୱେଦ— ଜନକ ଓ ମାଳୟ ଓ ଅଷ୍ଟ୍ରେଲିଆ ଦ୍ୱୀପଜାତ ଦୀର୍ଘତରୁ— ବିଶେଷର ପତ୍ରରୁ ବାହାରେ]