ଶୀତାଇବା
ଦେଖଣା
ଶୀତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୀତାଇବା
|
[ଶୀତା(ତେ)ଇ ଉଠିବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଦେହ) ଶୀତ ବୋଧ କରିବା — (the body) To feel a cold sensation.
[ଦ୍ରଷ୍ଟବ୍ୟ —ମନରେ ହଠାତ୍ ଭୟ ଉତ୍ପାଦିତ ହେଲେ କିମ୍ୱା ଭୟଙ୍କର ଘଟନା ଦେଖିଲେ ବା ଜାଡ଼ କଲେ ଦେହ ଶୀତାଇ ଉଠେ ଓ ତଜ୍ଜନିତ ଲୋମହର୍ଷଣ ହୁଏ ବା ଲୋମ ଟାଙ୍କୁରି ଉଠେ]