Jump to content

ଶୀତାର୍ତ୍ତ

ଉଇକିଅଭିଧାନ‌ରୁ

ଶୀତାର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]
(ଶୀତାର୍ତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍, ଶୀତ+ଋତ କିମ୍ୱା ଆର୍ତ୍ତ)

[ସମ୍ପାଦନା]

ଶୀତ ପୀଡ଼ିତ; ଶୀତ ଯୋଗୁଁ କାତର —Pinchede with cold; chilled; badly affected by chill.